ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ହତ୍ୟା ମାମଲା: ବଳଙ୍ଗାରୁ ଧରାପଡ଼ିଲା ମାଲିକ କୀର୍ତ୍ତି

ହତ୍ୟାକାଣ୍ଡ ପରେ ପଳାଇଥିଲା ରାଉରକେଲା, କାର୍‌ ଭିତରେ ରହୁଥିଲା, ଶୋଉଥିଲା ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ପାଣ୍ଡରା ନିକଟରେ ‘କୃପା ଫାଉଣ୍ଡେସନ’ ନିଶା ନିବାରଣ କେନ୍ଦ୍ରରେ ଜଣେ ଅନ୍ତେବାସୀଙ୍କୁ ପିଟିପିଟି ହତ୍ୟା ମାମଲାର ୩୮ ଦିନ ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ସହିଦନଗର ଥାନା ପୁଲିସ। ଗିରଫ ଅଭିଯୁକ୍ତ ହେଲା ନିଶା ନିବାରଣ କେନ୍ଦ୍ରର ମାଲିକ ସାକ୍ଷୀଗୋପାଳ ଶ୍ରୀରାମଚନ୍ଦ୍ରପୁର ଅଞ୍ଚଳର କୀର୍ତ୍ତି କୁମାର ତ୍ରିପାଠୀ। ତା’ ନିକଟରୁ ନିଶା ନିବାରଣ … Continue reading ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ହତ୍ୟା ମାମଲା: ବଳଙ୍ଗାରୁ ଧରାପଡ଼ିଲା ମାଲିକ କୀର୍ତ୍ତି